Research indexJournal article
ଡକତର ଶରପରସଦ ମହନତଙକ ସମମହନ ଓ ଅନୟନୟ ଗଳପର ସମଜକ ପରତବଦଧତ
ସାହୁ
Zenodo (CERN European Organization for Nuclear Research)16 Jun 2025Open access
NobleIDark:/48914/w1/20260515/214902C6DOI10.5281/zenodo.15673880
ଡକତର ଶରପରସଦ ମହନତଙକ ସମମହନ ଓ ଅନୟନୟ ଗଳପର ସମଜକ ପରତବଦଧତ
ସାହୁ · Zenodo (CERN European Organization for Nuclear Research) · 2025
NobleIDark:/48914/w1/20260515/214902C6DOI10.5281/zenodo.15673880
Free to read at the publisher
You can read the abstract here, or the full text at the publisher.
Abstract
ସଂକ୍ଷିପ୍ତସାର ସମ୍ମୋହନ ଓ ଅନ୍ୟାନ୍ୟ ଗଳ୍ପ’ ସଂକଳନରେ ମଣିଷ ଜୀବନର ବହୁବିଧ ଦିଗକୁ କେନ୍ଦ୍ରକରି ଗାଳ୍ପିକ ଶ୍ରୀପ୍ରସାଦ ମହାନ୍ତି ଗଳ୍ପଗୁଡ଼ିକୁ ରଚନା କରିଛନ୍ତି । ତାଙ୍କର ପ୍ରତ୍ୟେକ ଗଳ୍ପ ଜୀବନ୍ତ ଅନୁଭୂତିର ରସମୟ ଚିତ୍ରରୂପ । ଗାଳ୍ପିକ ମହାନ୍ତିଙ୍କ ଗଳ୍ପର କେନ୍ଦ୍ରବିନ୍ଦୁ ହେଉଛି ମଣିଷ । ଅସହାୟତା, ସଂପର୍କରେ ଫାଟ, ମୋହ, ମଧ୍ୟବିତ୍ତମାନସିକତା, ହିଂସ୍ରତା, ଉତ୍ସୃଙ୍ଖଳା ଜୀବନଜାପନ, ସହରୀଜୀବନରେ ବ୍ୟର୍ଥତା ପ୍ରଭୃତିର ଚିତ୍ର ତାଙ୍କ ଗଳ୍ପରେ ପ୍ରରିସ୍ଫୁଟନ ଘଟିଛି । ଏତଦ୍ବତୀତ ଅତୀତପ୍ରତି ଆମୁଖ, ମନସ୍ତତ୍ତ୍ୱ ତଥା ନିଃସଙ୍ଗ ମଣିଷଜୀବନର ସଂପର୍କକୁ ନେଇ ତାଙ୍କ ଗଳ୍ପଗୁଡ଼ିକ ପର୍ଯ୍ୟାବସିତ । ମଧ୍ୟବିତ୍ତଶ୍ରେଣୀର ଜୀବନଯାତ୍ରା, ପାରିବାରିକ ନିୟମ, ବିଚାରଧାରା, ଆୟ ଓ ଉପାର୍ଜନର ମାର୍ଗକୁ ଆଧାରକରି ସଂକଳନର ଗଳ୍ପଗୁଡ଼ିକ ରଚିତ । ସେହିପରି ସାଂପ୍ରତିକ ସମାଜର ଶ୍ରେଣୀଗତ ତାରତମ୍ୟ ଏବଂ ଆର୍ଥିକ ଅସମାନତା କିଭଳି ଜୀନପ୍ରଭାହକୁ ଅସ୍ତବ୍ୟସ୍ତ କରିପକାଇଛି ତାହା ଗାଳ୍ପିକ ମହାନ୍ତିଙ୍କ ଗଳ୍ପରେ ଦେଖିବାକୁ ମିଳିଥାଏ ।