NobleBlocks

From the research index

The paper comes from the research index. It wasn’t submitted here.

Journal article

ସୱକରକତ ମଳକ ଓଡଆ ଉପନୟସ: ପରମଖ ଔପନୟସକଗଣ

ଧଳ ପ୍ରତ୍ୟାଶା

Zenodo (CERN European Organization for Nuclear Research)16 Nov 2024Open access

Abstract

No PDF here

The full text is at the publisher

You can read the abstract here, or open it at the publisher.

Read at the publisher

ସ୍ୱୀକାରୋକ୍ତି ମୂଳକ ଉପନ୍ୟାସ ସମ୍ପର୍କରେ ଅନୁଶୀଳନ କଲେ ଏ ଧରଣର ଉପନ୍ୟାସରେ ଲେଖକ ଆତ୍ମ-ସଚେତନ ରହିଥାଏ । ସ୍ୱୀକାରୋକ୍ତି ମୂଳକ ଉପନ୍ୟାସ ହେଉଛି ଏକ ସାହିତ୍ୟିକ ଧାରା ବା ଶୈଳୀ । ଏହା ସ୍ୱସଚେତନ ଶୈଳୀରେ ଲିଖିତ । ଅର୍ଥାତ୍ ଏହି ପ୍ରକାର ଉପନ୍ୟାସ ଯେଉଁ ଶୈଳୀରେ ଲେଖାଯାଇଥାଏ, ସେହି ଶୈଳୀ ପ୍ରତି ସେହି ଲେଖା ଭିତରେ ଲେଖକଙ୍କର ସ୍ୱୀକାରୋକ୍ତି ରହିଥାଏ । ‘ସ୍ୱୀକାରୋକ୍ତି ମୂଳକ ଉପନ୍ୟାସ’ ଏପରି ଏକ ଧାରା ଯାହା ଓଡ଼ିଆ ସାହିତ୍ୟରେ ଅନାଲୋଚିତ ପ୍ରାୟ । ତେଣୁ ଏହି ଧାରାରେ କେଉଁ କେଉଁ ଉପନ୍ୟାସକୁ ଅନ୍ତର୍ଭୁକ୍ତ କରାଯାଇପାରିବ ଏବଂ ତା’ର କାରଣ ଓ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ହେଉଛି ଏହି ପ୍ରବନ୍ଧଟିର ମୁଖ୍ୟ ଲକ୍ଷ୍ୟ ।

Identifiers

Discussion

Citations

Topics

Details

Published
16 Nov 2024
Publisher
European Organization for Nuclear Research
Language
OR

More

Suggest a correction or report