NobleBlocks

Research indexJournal article

ବଶୱଦଷଟର ସଧୟଭଷର ଅରବଚନ ଅରଘୟ: ଚମପଫଲ

ନାୟକ

Zenodo (CERN European Organization for Nuclear Research)21 Aug 2025Open access

NobleIDark:/48914/w1/20260524/C145A43ADOI10.5281/zenodo.16919372

Free to read at the publisher

You can read the abstract here, or the full text at the publisher.

Read at the publisher

Abstract

ସଂକ୍ଷିପ୍ତସାର ଏହି ପ୍ରବନ୍ଧରେ ଗୁରୁପ୍ରସାଦ ମହାନ୍ତିଙ୍କ ‘ଚଂପାଫୁଲ’ ସନେଟ୍ର ବିନିର୍ମାଣ କରିବା ସଂଗେ ସଂଗେ ଏହାର ପ୍ରତୀକାତ୍ମକ ବୈଶିଷ୍ଟ୍ୟ, ଆର୍କିଟାଇପାଲ୍ ବୈଶିଷ୍ଟ୍ୟ ଏବଂ ସ୍ଥିତିବାଦୀ ଆବେଦନର ଉପପାଦ୍ୟକୁ ବିଶ୍ଳେଷଣ କରାଯାଇଛି । ଗୁରୁପ୍ରସାଦ ମହାନ୍ତି ଯଥାର୍ଥରେ ଜଣେ ଅଦ୍ୱିତୀୟ ସାରସ୍ୱତ ସ୍ରଷ୍ଟା । ତାଙ୍କର ପ୍ରାରମ୍ଭିକ ପର୍ଯ୍ୟାୟର ଏହି କବିତାରେ ଏତେ ମାତ୍ରାରେ ବ୍ୟଂଜନାଶକ୍ତି ଥିବା ହେତୁ ସମାଲୋଚନାକୁ ଏହା ଖାଲି ତଟସ୍ଥ କରି ନଥାଏ, ବରଂ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ । ଏହି ଆଲୋଚନାରେ ‘ଚଂପାଫୁଲ’ କବିତାକୁ ବିଶ୍ୱଦୃଷ୍ଟିରେ ବିଚାର କରାଯାଇଛି । ଦର୍ଶନ, ମନସ୍ତତ୍ତ୍ୱ, ବିଶ୍ୱର ବିଭିନ୍ନ ସଭ୍ୟତା, ସଂସ୍କୃତି, ସାମାଜିକ ପ୍ରଥା-ପରଂପରା ପ୍ରଭୃତି ଦୃଷ୍ଟିରେ ଏହାର ବିବେଚନା କରାଯାଇଛି । ପରିଶେଷରେ ‘ଚଂପାଫୁଲ’ କବିତାର ଭାଷାକୁ ଅର୍ବାଚୀନ ‘ସନ୍ଧା ଭାଷା’ ବା ‘ସାଂଧ୍ୟ ଭାଷା’ ବୋଲି କୁହାଯାଇଛି ଓ ପ୍ରମାଣ ମଧ୍ୟ କରାଯାଇଛି । ଏଣୁ ଏହାକୁ “ନୂତନ ଚର୍ଯ୍ୟାଗୀତିକା” ବୋଲି ଅଭିହିତ ମଧ୍ୟ କରାଯାଇଛି ।

Discussion

Topics

More

Suggest a correction or report