Research indexJournal article
ସମପରତକ ସମୟର ରଜନତକ ଚପ ଓ ତର ପରତବଦର ସୱର: ମକ
ସାହୁ
Zenodo (CERN European Organization for Nuclear Research)7 Nov 2025Open access
NobleIDark:/48914/w1/20260525/43FC7B5EDOI10.5281/zenodo.17550869
ସମପରତକ ସମୟର ରଜନତକ ଚପ ଓ ତର ପରତବଦର ସୱର: ମକ
ସାହୁ · Zenodo (CERN European Organization for Nuclear Research) · 2025
NobleIDark:/48914/w1/20260525/43FC7B5EDOI10.5281/zenodo.17550869
Free to read at the publisher
You can read the abstract here, or the full text at the publisher.
Abstract
ସାମ୍ପ୍ରତିକ ଓଡ଼ିଆ ନାଟ୍ୟ ସାହିତ୍ୟରେ ଆଗଧାଡ଼ିର ଧୂରୀଣ ନାଟ୍ୟକାରମାନଙ୍କ ମଧ୍ୟରୁ ନାରାୟଣ ସାହୁ ହେଉଛନ୍ତି ଅନ୍ୟତମ ବିନ୍ଧାଣୀ । ନାଟ୍ୟକାର ସାହୁଙ୍କ ନାଟକର ଶୈଳୀ ଓ ପ୍ଲଟ ତାଙ୍କ ନାଟ୍ୟ ସ୍ରଷ୍ଟାର ନୂତନ ପରିଚୟ ଦିଏ । ଯାହା ତାଙ୍କୁ ଓଡ଼ିଆ ନାଟ୍ୟ ଜଗତ ପ୍ରଦାନ କରିଛି ଏକ ସ୍ୱତନ୍ତ୍ର ସ୍ଥାନ । ସମାଜରେ ପ୍ରଚଳିତ ରାଜନୈତିକ ଦୁର୍ନୀତି, ଭ୍ରଷ୍ଟାଚାର, ନକ୍ସଲ ସମସ୍ୟା, କନ୍ୟା ଭ୍ରୁଣ ହତ୍ୟା, ଈଶ୍ୱରଙ୍କ ନାମରେ ଠକାମୀ ଆଦି ସମସ୍ୟା ଗୁଡ଼ିକୁ ତାଙ୍କ ନାଟକର ପ୍ରତିଟି ଦୃଶ୍ୟମାନଙ୍କରେ ଦର୍ଶାଇଛନ୍ତି । ଏଥି ସହିତ ପରମ୍ପରା ପ୍ରତି ସଚେତନ ହୋଇ ନାଟକ ରଚନା କରିବା ନାଟ୍ୟକାରଙ୍କର ବିଶେଷତ୍ୱ । ଆଲୋଚ୍ୟ ନାଟକ ‘ମୂକ’ ହେଉଛି ସାମ୍ପ୍ରତିକ ସମାଜର ରାଜନୈତିକ ଚିତ୍ର ଉପରେ ଆଧାରିତ । ନାଟକ ପ୍ରତି ନାଟ୍ୟକାରଙ୍କ ଦୃଷ୍ଟିଭଙ୍ଗୀ ଏବଂ ରାଜନୈତିକ ଚାପ ଉପରେ ପ୍ରତିବାଦର ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି ।