ପରକତ ର ଉଭୟ ଲଙଗ ପରଣଙକ ସଥତ ଓ ପରଣକ ଇଙଗତ
Published in Zenodo (CERN European Organization for Nuclear Research) • Apr 21, 2025
NobleIDNI0P59W67R02S49
Authors:
ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ
Abstract
ସଂକ୍ଷିପ୍ତସାର ପ୍ରକୃତି ରେ ବହୁ ବୃକ୍ଷ ତଥା ପ୍ରାଣୀ (ପତଙ୍ଗ, ପକ୍ଷୀ, ମତ୍ସ୍ୟ, ଉଭୟଚର ଓ ଗେଣ୍ଡା ଜୋକ ପ୍ରଜାତିର ଅମେରୁଦଣ୍ଡି) ଯେଉଁ ଲିଙ୍ଗ ଥାଇ ଜନ୍ମ ନିଅନ୍ତି,ତାହାର ରୂପାନ୍ତର ସେମାନେ ରହୁଥିବା ଅନୁକୁଳ ପାରିପାର୍ଶିକ ଅବସ୍ଥା ଅନୁସାରେ ହୋଇଥାଏ । ସେମାନଙ୍କର ଶାରିରୀକ ବୃଦ୍ଧି ହେବା ସହ ଆଧିପତ୍ୟ ବିସ୍ତାରକାରୀ ବିପରିତ ଲିଙ୍ଗ ଭାବେ ରୂପାନ୍ତରିତ ହୋଇଥାଆନ୍ତ...
Finding related papers...
Discussions
(0)No comments yet
Be the first to share your thoughts!