ହଜଯଇଥବ ଇତହସ: ବଞଚରହଥବ ସସକତ
Published in Zenodo (CERN European Organization for Nuclear Research) • Feb 8, 2025
NobleIDNI0P79W23R98S98
Authors:
ମଙ୍ଗରାଜ ମହାପାତ୍ର
Abstract
ସଂକ୍ଷିପ୍ତସାର ଢେଙ୍କାନାଳର ଇତିହାସ ସମ୍ପର୍କରେ ପ୍ରାୟ ଅଧିକାଂଶ ପାଠକ ଜାଣନ୍ତି । ଢ଼େଙ୍କାନାଳର ଐତିହ୍ୟ ଓ ସଂସ୍କୃତି ଅତି ପ୍ରାଚୀନ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଥିବା ପ୍ରାଚୀନ ନଗର ଗୁଡ଼ିକ ମଧ୍ୟରେ ଭୀମନଗର ଦଣ୍ଡପାଟ ଅନ୍ୟତମ । ଅତୀତରେ ଏହା ଭୌମ୍ୟକର, ଗଙ୍ଗ ବଂଶ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କର ଏକ ରାଜଧାନୀ ଥିଲା । ଅନଙ୍ଗଭୀମ ଦେବ ଏହିଠାରୁ ଯାଇ ଚୌଦ୍ୱା...
Finding related papers...
Discussions
(0)No comments yet
Be the first to share your thoughts!