NobleBlocks
Public

ପରଚ ଉପତୟକର ଶକତ ଉପସନ

Published in Zenodo (CERN European Organization for Nuclear Research) • Oct 13, 2024
Authors:
ଡକ୍ଟର ବିକ୍ରମ, ବେହେରା

Abstract

ଉକଳର ଗଙ୍ଗା, ପୁରାଣ ଇତିହାସରେ ଗୁପ୍ତ ସରସ୍ୱତୀ ରୂପେ ପ୍ରାଚୀନଦୀ ପୂର୍ବ ଭାରତରେ ପ୍ରାଚୀନତମ ନଦୀ । ଏହାର ଉତ୍ପତିସ୍ଥଳର ସଠିକତା କହିନହେଲେ ମଧ୍ୟ ପଦ୍ମ ପୁରାଣ ଅନୁସାରେ ଏହି ନଦୀ କପିଳେଶ୍ୱର ମହାଦେବଙ୍କ ଠାରୁ ପ୍ରାଚୀ ନଦୀ ନାମରେ ପରିଚିତ । ଗବେଷକ ଙ୍ଗ.ଙ୍ଗ. ଐଙ୍କଦ୍ଭଗ୍ଧରକ୍ସ ସାହେବ ୧୮୭୨ ମସିହାରେ ପଦ୍ମପୁରାଣର ଉତ୍ତର ଖଣ୍ଡରେ ଥିବା ପ୍ରାଚୀମାହାତ୍ମ୍ୟ ବିଷୟର...

Finding related papers...

Discussions

(0)

No comments yet

Be the first to share your thoughts!