ଆଧନକ ମଣଷର ଅସହୟତବଧ ଅବଲମବନର: 'କଆଡ ଚଲଛ ରହ'
Published in Zenodo (CERN European Organization for Nuclear Research) • Aug 21, 2025
NobleIDNI3P40W47R92S37
Authors:
ସଞ୍ଜୟ କୁମାର ମୁଖୀ
Abstract
ସଂକ୍ଷିପ୍ତସାର ସମାଜରୁ ବିଷୟଚୟନକରି କଥାକାରଟିଏ ସୃଜ୍ଜନମନସ୍କ ହୁଏ । ଆଧୁନିକ ମଣିଷ ହା ହୁତାଶମୟ ଜୀବନ ଭିତରୁ ଖୋଜିବୁଲୁଥାଏ ବଞ୍ଚିବାର ସାହାରା ସେଥିପାଇଁ ସେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଏ । କଥାଶିଳ୍ପୀ ସେହିସବୁ ବିଷୟକୁ ଉପନ୍ୟାସରେ ପୁଞ୍ଜିକରି ଲିପିବଦ୍ଧ କରେ । କଥାକାର ଭୀମ ପୃଷ୍ଟିଙ୍କ ଉପନ୍ୟାସ ‘କୁଆଡ଼େ ଚାଲିଛ ରୁହ’ ସେହିପରି ଆଧୁନିକ ମଣିଷର ସଂଘର୍ଷପ...
Finding related papers...
Discussions
(0)No comments yet
Be the first to share your thoughts!