NobleBlocks
Public

ଲକପରଦରଶନ କଳର ଢପ ପରବଷଣ: ଏକ ଅନଶଳନ

Published in Zenodo (CERN European Organization for Nuclear Research) • Aug 21, 2025
NobleIDNI3P06W38R94S41
Authors:
କୁନା ଜେନା

Abstract

ସଂକ୍ଷିପ୍ତସାର ଢୁମ୍ପା ସଙ୍ଗୀତ ପରିବେଷଣରେ ବ୍ୟବହାର ହେଉଥିବା ବାଦ୍ୟଯନ୍ତ୍ର, ନଳରୂପୀ ବକ୍କଳ ଏବଂ ପୋଲା ବାଉଁଶ ଦ୍ୱାରା ଅଭିନବ ମୂର୍ଚ୍ଛନା ସୃଷ୍ଟି କରି ଦର୍ଶକ ଆଦୃତ ଲାଭ କରାଯାଇଥାଏ । ଗଂଜାମ ଏବଂ ନୟାଗଡର ବିଭିନ୍ନ ଅଞ୍ଚଳରେ ଏହି ଢ଼ୁମ୍ପା ଆସର ଦେଖିବାକୁ ମିଳେ । ଅଷ୍ଟାଦଶ ଶତକର କବି କବିସୂର୍ଯ୍ୟ ବଳଦେବ ରଥଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ଦାସକାଠି ଓ ପାଲା ...

Finding related papers...

Discussions

(0)

No comments yet

Be the first to share your thoughts!