ଶତରଘନ ପଣଡବଙକ 'ଝଳ' ଏବ ମଗଏଲ ହରନନଦଙକ 'ଏଲ ସଦର': ଏକ ଅନତରଙଗ ତଳନତମକ ମଲୟୟନ
Published in Zenodo (CERN European Organization for Nuclear Research) • Aug 21, 2025
NobleIDNI7P63W14R79S70
Authors:
ଆଲୋକ ବରାଳ
Abstract
ସଂକ୍ଷିପ୍ତସାର କବି ଶତ୍ରୁଘ୍ନ ପାଣ୍ଡବଙ୍କ 'ଝାଳ' କବିତା ଏବଂ ସ୍ପେନୀୟ କବି ମିଗୁଏଲ୍ ହେର୍ନାନ୍ଦେଙ୍କ 'ଏଲ୍ ସୁଦର' (ଝାଳ)କବିତା ମଧ୍ୟରେ ଥିବା ସମଧର୍ମା ଉପାଦାନ ହିଁ ଏହି ଆଲୋଚନାର ପ୍ରମୁଖ ଆଭିମୁଖ୍ୟ । ଉଭୟଙ୍କ କବିତାରେ 'ଝାଳ'କୁ ବ୍ୟାପ୍ତ ପୃଷ୍ଠଭୂମିରେ ସଂଦର୍ଶନ କରାଯାଇପାରିବ। କବି ଶତ୍ରୁଘ୍ନଙ୍କ ପାଇଁ 'ଝାଳ' ମଣିଷର ଅଭାବିତ ଜୀବନବୋଧର ପ୍ରତୀକ ହୋଇଥିବା ସ୍ଥ...
Finding related papers...
Discussions
(0)No comments yet
Be the first to share your thoughts!