NobleBlocks
Public

ପରଣର ଆଧନକତର ଧର: ସତ ମ ସତ

Published in Zenodo (CERN European Organization for Nuclear Research) • Nov 7, 2025
Authors:
ଆରତୀ ନାୟକ

Abstract

ଉତ୍ତରଅଶୀ ପରବର୍ତ୍ତୀ ଓଡିଆ ସାହିତ୍ୟରେ ମିଥ୍ ପ୍ରତି ଲେଖକୀୟ ଅନୁରାଗ ବିଶେଷ ଭାବେ ଦୃଷ୍ଟି ଆକର୍ଷଣ କରିଥାଏ । ପ୍ରାଚୀନତାର ପୃଷ୍ଠଭୂମିରେ ଆଧୁନିକ ଜୀବନଚର୍ଯ୍ୟା ସମନ୍ୱିତ କରି ଲୋକାଭିମୁଖୀ କରିବା ସମ୍ଭବତଃ ସାହିତ୍ୟରେ ମିଥ୍ ପ୍ରୟୋଗ ଉଦେଶ୍ୟ । ଉପନ୍ୟାସ ପରିପେକ୍ଷୀରେ କୁହାଯାଇପାରେ ପୁରାଣରେ ଯେଉଁ ଚରିତ୍ରମାନେ ଥିଲେ ଓ ଯେଉଁକଥାବସ୍ତୁ ଥିଲା ଆଧୁନିକ ଜୀବନରେ ତା...

Finding related papers...

Discussions

(0)

No comments yet

Be the first to share your thoughts!