ଏକବଶ ଶତବଦର ଓଡଆ ସମଲଚନ: ସୱର ଓ ସୱତନତରୟ
Published in Zenodo (CERN European Organization for Nuclear Research) • Nov 7, 2025
NobleIDNI5P55W97R83S95
Authors:
ପଣ୍ଡା, ରଶ୍ମିତା
Abstract
ସ୍ୱାଧୀନତା କାଳରେ ଓଡ଼ିଆ ସମାଲୋଚନା ଯେତିକି ବୈଚିତ୍ର୍ୟ ଓ ବର୍ଣ୍ଣବିଭା ବିମଣ୍ଡିତ ଏକବିଂଶ ଶତାବ୍ଦୀର ସମାଲୋଚନା ସେହି ଅନୁପାତରେ ଯଥେଷ୍ଟ ସଚେତନ ଦୃଷ୍ଟି ଓ ଦର୍ଶନ ସାପେକ୍ଷ । ବିଶେଷକରି ସତୁରୀ-ଅଶୀ ଦଶକରେ ଓଡ଼ିଆ ସାହିତ୍ୟ ସମାଲୋଚନାର ଦୃଷ୍ଟି ଓ ଦର୍ଶନଗତ ଭିନ୍ନତା ପରିଲକ୍ଷିତ ହୋଇଥିଲା ଯାହା ଏକବିଂଶ ଶତାବ୍ଦୀ ବେଳକୁ ସବିଶେଷ ପରିବେଶ ଓ ପରିସ୍ଥିତି ଭିତରେ ଅଧି...
Finding related papers...
Discussions
(0)No comments yet
Be the first to share your thoughts!