ବଦର ମଶରଙକ 'ମଣଷ ଭଲ' ରମୟରଚନର ସମଜକ ମଲୟବଧ
Published in Zenodo (CERN European Organization for Nuclear Research) • Nov 7, 2025
Authors:
କାମାକ୍ଷା ବେହେରା
Abstract
ରମ୍ୟରଚନା ସାହିତ୍ୟ ହେଉଛି ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଅନ୍ୟତମ ପ୍ରକୃଷ୍ଟ ବିଭାଗ । ସଂପ୍ରତି ଏହା ନିଜର ଆଙ୍ଗିକ ଓ ଆତ୍ମିକ ବିଭବ ଦ୍ୱାରା ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଦେଶ ତଥା ଜାତିର ବିଭିନ୍ନ ଦିଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଅତି ସରଳ, ସାବଲୀଳ ଭାଷାରେ ପାଠକମାନଙ୍କ ନିକଟରେ ପହଂଚାଇଥାଏ । ଏଥିରେ ଥାଏ ସାମାଜ...
Finding related papers...
Discussions
(0)No comments yet
Be the first to share your thoughts!